e
P Pravatbbsr Member 305 0 16 Aug 12, 2024 #51 ଟାଉନ ରେ ଗୋଟିଏ ବଡ଼ କଲେଜ, ପୁରୁଣା କଲେଜ, ସିଏ ବି ପାଖରେ, ଚାଲି କି ଗଲେ, ପାଞ୍ଚ ସାତ ମିନିଟ ଲାଗିବ, ପ୍ରତି ବର୍ଷ କଲେଜ ର ବାର୍ଷିକ ଉତ୍ସବ ହୁଏ, ଥରେ ଡ୍ରାମା ହୁଏ, ଆଉ ଥରେ ଅରକେଷ୍ତ୍ରା ହୁଏ Last edited: Dec 20, 2024
ଟାଉନ ରେ ଗୋଟିଏ ବଡ଼ କଲେଜ, ପୁରୁଣା କଲେଜ, ସିଏ ବି ପାଖରେ, ଚାଲି କି ଗଲେ, ପାଞ୍ଚ ସାତ ମିନିଟ ଲାଗିବ, ପ୍ରତି ବର୍ଷ କଲେଜ ର ବାର୍ଷିକ ଉତ୍ସବ ହୁଏ, ଥରେ ଡ୍ରାମା ହୁଏ, ଆଉ ଥରେ ଅରକେଷ୍ତ୍ରା ହୁଏ
P Pravatbbsr Member 305 0 16 Aug 12, 2024 #53 ଜଣେ କହିଲା, ଟୋକି ଭଳିଆ ଚେହେରା ପାଇଛି Last edited: Dec 20, 2024
P Pravatbbsr Member 305 0 16 Aug 12, 2024 #55 ବବି ପାଖକୁ କଲେଜ ଟୋକା ଟା ଆସି... Last edited: Dec 20, 2024
P Pravatbbsr Member 305 0 16 Aug 12, 2024 #57 ଟୋକା ତା ଗାମୁଛା ପିନ୍ଧି ବାହାରକୁ ଯାଇଛି Last edited: Dec 20, 2024
P Pravatbbsr Member 305 0 16 Aug 12, 2024 #59 ତା ପରେ ଆଉ ଜଣେ, ପୁଣି ରିପିଟ, ତାପରେ ଆଉ ଗୋଟେ ରୁମ କୁ ବବି କୁ ନେଇ ଗଲେ ପେଣ୍ଟ ରେ ବଟମ ଦେବାକୁ ସମୟ ଦେଲେ ନାହିଁ କି ସାର୍ଟ ପିନ୍ଧିବାକୁ... ଆମେ ବି ପଛରେ ପଛରେ...
ତା ପରେ ଆଉ ଜଣେ, ପୁଣି ରିପିଟ, ତାପରେ ଆଉ ଗୋଟେ ରୁମ କୁ ବବି କୁ ନେଇ ଗଲେ ପେଣ୍ଟ ରେ ବଟମ ଦେବାକୁ ସମୟ ଦେଲେ ନାହିଁ କି ସାର୍ଟ ପିନ୍ଧିବାକୁ... ଆମେ ବି ପଛରେ ପଛରେ...
P Pravatbbsr Member 305 0 16 Aug 13, 2024 #60 ଆଉ ଆମେ ଦୁଇ ଜଣ ସେ ଆର ରୁମ କୁ ଗଲୁ ନାହିଁ, ବାହାର ପଟ କୁ ଆସି ଝରକା ପାଖରେ ଛିଡା ହେଲୁ, ହଷ୍ଟେଲ ର ସବୁ କାଚ ଭଙ୍ଗା, କେଉଁଠି କନା ବନ୍ଧା ହେଇଚି ତ କେଉଁଠି ପଲିଥିନ କି ବୁଢା ପଟା... ଗୋଟେ ଝରକା ରୁ କନା ଉଠେଇ ଭିତରେ କଣ ହେଉଛି ଦେଖିଲୁ.. Last edited: Dec 20, 2024
ଆଉ ଆମେ ଦୁଇ ଜଣ ସେ ଆର ରୁମ କୁ ଗଲୁ ନାହିଁ, ବାହାର ପଟ କୁ ଆସି ଝରକା ପାଖରେ ଛିଡା ହେଲୁ, ହଷ୍ଟେଲ ର ସବୁ କାଚ ଭଙ୍ଗା, କେଉଁଠି କନା ବନ୍ଧା ହେଇଚି ତ କେଉଁଠି ପଲିଥିନ କି ବୁଢା ପଟା... ଗୋଟେ ଝରକା ରୁ କନା ଉଠେଇ ଭିତରେ କଣ ହେଉଛି ଦେଖିଲୁ..