ବଡ଼ କହିଲା, ଆମ ଘର କୁ ଲାଗି ଯେଉଁ ବନମାଲୀପୁର ର ଗୋଟେ ପରିବାର ଅଛନ୍ତି, ଲୋକ ତା ଅର୍ଲଡ ଟାଉନ ରେ ସେଇ କଲେଜ ରେ ଲେକଚରର ଅଛି ମ, ସବୁଦିନ ସେଇ ଆଗ ଦୋକାନ ପେପେର ମାଗି ପଢେ..
ମୁଁ.. ଆଛା
ତାର ଗୋଟେ ଚାରି ବର୍ଷ ର ପୁଅ ବି ଅଛି, ତା ସ୍ତ୍ରୀ ସବୁ ବେଳେ ଆମ ଘରକୁ ଆସେ, ଦୁଇ ଜଣ ଙ୍କ ଘର ତ ଲାଗିଛି..
କାଳିଆ ଲୋକ ଟା..
ମୋ ସାଙ୍ଗରେ ଗପେ, କୁହେ ମାର୍କ ବଢେଇବା ପାଇଁ ଟା କଲେଜ ଝିଅ ସବୁ ତାକୁ କେମିତି ଗୁହାରି କରନ୍ତି, ଯାହା କରିବାକୁ କହିବେ କରିବି ବୋଲି କୁହନ୍ତି..
ମୁଁ କହିଲି, ସେ ସବୁ ତ ଠିକ, ତୁ କାହିଁକି ଫୋନ କଲୁ..
ସେ କହିଲା ରୁହ, କହୁଛି..
କହିଲା, ପଅରି ଦିନ ଘରେ କେହି ନଥିଲେ, ଆସିଲା ଚଉକି ରେ ବସିଲା, ଗପିଲା, ଟା ପରେ ମତେ କହୁଛି, ମୁଁ ତମକୁ ଥରେ
କରିବି..
ମୁଁ ପଚାରିଲି, କଣ କରିବ..
ଅଭଦ୍ର, ସିଧା କହିଲା, ମୁଁ ଥରେ ତମ ବୀଆ ରେ ଗେହିବି..
ମୁଁ ପଚାରିଲି, ତ କଣ ରିପ୍ଲାଇ ଦେଲୁ, ସିଏ କହିଲା, ମୁଁ ଘର ଛାଡି ବାହାରକୁ ପଳେଇ ଆସିଲି..
ତା ସ୍ତ୍ରୀ କୁ ଯାଇ କହିଲି, ତାଙ୍କ ଘରେ ସେଦିନ ରୋଷେଇ ବନ୍ଦ..
ବୋଉ କୁ କହିଲି, ବୋଉ କହିଲା, ତାଙ୍କ ଘରକୁ ଯା ନାହିଁ..
ମୁଁ କହିଲି, ଭଲ ହେଲା, ଆଉ ତା ଘରକୁ ଯିବୁ ନାହିଁ..
ବଡ଼ କହିଲା, ଆରେ ଶୁଣ..
କାଲି ସନ୍ଧ୍ୟା ରେ ତା ସ୍ତ୍ରୀ ଆସିଥିଲା, କହୁଛି ତାଙ୍କର ଯଦି ଇଛା ଅଛି, ସେ କରନ୍ତୁ, ତମେ ଯଦି ରାଜି ଆମ ଘରକୁ ଆସ, ଆମ ଖଟ ଉପରେ ସିଏ କରିଦେବେ କାହିଁକି ବାହାରେ କୁଆଡେ ଯିବ..
ମୁଁ କଣ କରିବି, ବଡ଼ ପଚାରିଲା..
ମୁଁ କହିଲି, ଆଉ କଣ କରିବୁ, ତାଙ୍କ ବେଡ଼ରୁମ ଯାଇ ତାକୁ ତୋ ବୀଆ ରେ ଗେହିଁବାକୁ ଦେବୁ..
ବଡ଼ ଚିଂଚାଡି ହେଇ କହିଲା, କାହିଁକି ଦେବି, ସେ କାଳିଆ କୁ..
ମୁଁ କହିଲି, ତା ବାଣ୍ଡ ବି କାଳିଆ, ତତେ ଭଲ ରେ ଗେହିଁବ...
ବଡ଼ କହିଲା, ତମେ ଏକଥା କେମିତି କହୁଛ..
ମୁଁ କହିଲି, କଣ ହେଲା, ତାକୁ ଥରେ ଗିହାଁ ଦେଇଦେଲେ କଣ ତୋର ଘୋରି ହେଇଯିବ...
ଚୁପ କହି, ଫୋନ କାଟିଦେଲା...