1980 ରୁ 1995 ଯାଏଁ କୁନି ଭାଉଜ ଭୁବନେଶ୍ୱର ର ରାଣୀ ମହୁମାଛି ଥିଲା, କିଏ ତା ଘରକୁ ଣ ଯାଇଛି ବୋଲି ନାହିଁ.. ତାର ପ୍ରେମିକ ର ସାଆନ୍ତ୍ରା ପୁର ରେ ଗୋଟେ ବଡ଼ ବାରି, ଏବେ ବୋଧେ ବଡ଼ ଆପାର୍ଟମେଣ୍ଟ ହେଇଯାଇଥିବ, ତା ଭିତର ଆଜବେଷ୍ଟସ ଟଣି ଚାରି ବଖରା ଘରେ, କୁନି ଭାଉଜ ର ପ୍ରେମ ଲୀଳା ପ୍ରାସାଦ..